STORYMIRROR

Bijayalaxmi Acharya

Inspirational

2  

Bijayalaxmi Acharya

Inspirational

ବିନା ଚମତ୍କାରେ

ବିନା ଚମତ୍କାରେ

1 min
13.7K


ହେ ଈଶ୍ୱର !!ବିନା ଚମତ୍କାରେ

ତୁମେ  ଥରେ ଜନ୍ମନିଅ ମଣିଷ ରୁପରେେ

ଜାଣିଯିବ କେତେକଷ୍ଟ ବଞ୍ଚିବାଟା

ଏ ଦୁନିଆଭିତରେ,,ଭଷ୍ଟନଷ୍ଟ ରାଜାନୀତି

ଏଠି,,  ନାରୀ ସାଜେ ଦାମିନି ନିର୍ଭୟା,

ଚାଷୀ ମରେ  ବିିିଷଖାଇ

ଋଣ ଭାର ଫସଲ ଵିିନାସେ ।।

୪ ବର୍ଷରୁ ୪୦ ବର୍ଷର  ନାରୀଟିିଏ ପାଏନାହି ନିସ୍ତାର

ଦୁଷ୍କର୍ମ କାରୀଙ୍କ କାମାନଳରୁ

କାର୍ୟ୍ଯ।ଳୟେ ନାରୀଟିଏ  ଶିକାର ହୁଏ

ଅଫିସର ସ୍ୱ।ନ ଦୃଷ୍ଟିରେ ।।।

ରାଜନୀତି ଫାସରେ ଏଠି

ବାପ ତଣ୍ଟି କାଟିଦିଏ ପୁଅ

ଟଙ୍କା ସୁନା ଗାଦିର ମୋହରେ

ତମେ ଥରେ ଜନ୍ମନେେଇ ନାରୀଟିିିଏ ହୋଇ

ଗଣ ଦୁଷ୍କର୍ମର ଶିକାର ହୁୁଅ

ଚାଷୀଟିଏ ହୋଇ ଚାଷକରି

ଋଣଭାରେ ଆତ୍ମହତ୍ୟା କର

ରାଜନୀତି ଗାଦିିିରେ ବସି

ନିଜ ପୁଅକୁ ନିିିଜହାତେ  ମାର

ବିନା   ଚମତ୍କାରେ,,,,

ଜାଣିଜୀବ କେେତେକଷ୍ଟ

ମଣିଷ   ଜନମ ହେଇ ବଞ୍ଚିବାଟା

ଏ ଦୁନିଆ ଭିତରେ,,,।। ( ବିଜୁ)


●●●●●●●●●●●●●●●●●●●●●●

ବିଜୟଲକ୍ଷ୍ମୀ    ଆଚାର୍ଯ୍ୟ       (ବିଜୁ)

ଜଗତସିଂହପୁର ଲେଖିକା ସଂସଦର ସଭାପତି

ଫୋନ.......7873041750,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational