ଅଭିମାନ
ଅଭିମାନ
1 min
229
ପୂର୍ଣ୍ଣମୀର ଏହି ଜହ୍ନ ରାତିରେ
ଛନ୍ନ ଛନ୍ନ ହୁଏ ଛାତି
ଚୁପି ଚୁପି ତୁମେ
ଆସିଥିଲ ସାଥି
ଅଙ୍କିଦେଇଥିଲ
ପ୍ରୀତିର ଚୁମ୍ବନ
ଏଇ ରାତି ଅଛି ସାକ୍ଷୀ।
ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)
ଜଗତସିଂହପୁର ଲେଖିକା ସଂସଦ ସଭାପତି
7873041750
8917207835

