STORYMIRROR

Bijayalaxmi Acharya

Others

2  

Bijayalaxmi Acharya

Others

ଟହ ଟହ

ଟହ ଟହ

1 min
1.6K


ତୁ ସିନା ଯୌବନକୁ

ଖିନଭିନ କରୁଛୁ

ମୁଁ କିିନ୍ତୁ,,,

ଭୋକିିିଲା ପେଟରେ

କଙ୍କ।ଲ ସାର ଶରୀର କୁ

ଦାନା ଯୋଗାଉଛି ।

ଯୌବନ ବୁଝିିିବ କାହୁଁ

ଭୋକିିିଲା ପେଟର ଦାଉ !!

ଟହ ଟହ ହସରୁ ତୋର

ଅଙ୍ଗ।ର ଝରୁଛି,,

ସେ ଅଙ୍ଗାର କୁ ସାଉଁଟିି

ମୁଁ ତା ପେଟେ

ଫୁଲ ବରସୁଛି ।। (ବିଜୁ)


ବିଜୟ ଲଷ୍ମୀ ଆଚାର୍ଯ୍ୟ (ବିଜୁ)

7873041750

8917207835


Rate this content
Log in