STORYMIRROR

Shubhra Suchitra Mahanta

Horror Tragedy

3  

Shubhra Suchitra Mahanta

Horror Tragedy

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

1 min
178

ପ୍ରେତାତ୍ମା ଓ କୋଠି ନାଁ ଶୁଣିଲେ

ଭାରି ଡର ଲାଗେ

ମନେ ପଡିଯାଏ

ସେ ରାତି... 


ଯେବେ କେହି ନଥିଲେ 

ମୋତେ ରକ୍ଷା କରିବାକୁ 

କେହି ନଥିଲେ 

ମୋତେ ସେ ଜାଗାରୁ 

ଟାଣି ଆଣିବାକୁ.... 


କେବଳ ଭାଗବାନଙ୍କ ନାମ ନେଇ 

ବର୍ତ୍ତୀ ଯାଇଥିଲି 

ସେ ଶୂନଶାନ କୋଠି ରୁ 

ବଞ୍ଚି ଯାଇଥିଲି 

ଅଦୃଶ୍ୟ ଅପରିଚିତ ସ୍ପର୍ଶରୁ..... 

ବିକଟାଳ ସ୍ଵର ରୁ.... 


ଭୟଙ୍କର ସେ ଅନୁଭୂତି 

ମନରେ ଥିଲା 

କେବଳ ଭୀତି ଆଉ ଭୀତି.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror