STORYMIRROR

Shubhra Suchitra Mahanta

Others

2  

Shubhra Suchitra Mahanta

Others

ପଇସା

ପଇସା

1 min
130

ପଇସା ଥିଲେ ପାଖରେ

ଲାଗିବେ ସବୁ ନିଜର

ପଇସା ସରି ଗଲେ

ହୋଇଯିବେ ସବୁ ପର।


ସେଥିପାଇଁ କରିବନି

କାହା ଉପରେ ଭରଷା

କେହି ସାହାଯ୍ୟ କରିବ

ବୋଲି ରଖିବନି ଆଶା।


ନିଜ ଜୀବନକୁ ନିଜେ

ଗଢ଼ ତୁମେ ଭାଇ

ଆଉ କିଏ କରିବନି

କିଛି ତୁମ ପାଇଁ।


ଏ ଦୁନିଆ ଅଟଇ ଯେ

ଭାରି ସ୍ୱାର୍ଥପର

ମୌକା ଦେଖି ତୁମ ପଛେ

ମାରିଦେବେ ତୀର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍