ମିଳନ
ମିଳନ
1 min
144
ତୁମେ ଆଉ ମୁଁ
ଦୁଇଟି ପ୍ରାଣ ଗୋଟିଏ ମନ
ଡର ନାହିଁ ପ୍ରିୟେ
ନିଶ୍ଚେ ଆମର ଘଟିବ ମିଳନ।
ଏତେ ବଡ଼ ଦୁନିଆ ରେ
ଏତେ ଲୋକ ଥାଉ ଥାଉ
ତୁମ ସହ ମିଶାଇଛନ୍ତି ମୋତେ
ସାକ୍ଷାତ ଭଗବାନ
ଡର ନାହିଁ ପ୍ରିୟେ
ନିଶ୍ଚେ ଆମର ଘଟିବ ମିଳନ।
ତୁମେ ମୋର ଆଉ
ମୁଁ ତୁମର
ଏତିକି କଣ ତୁମେ ଜାଣିନ?
ଭରସା ରଖ ମୋ ଉପରେ
ନିଶ୍ଚେ ଆମର ଘଟିବ ମିଳନ।
