STORYMIRROR

Ranjan Kumar

Romance

3  

Ranjan Kumar

Romance

ପ୍ରେମରେ ତୁମର.....

ପ୍ରେମରେ ତୁମର.....

1 min
257

ପ୍ରେମରେ ତୁମର ଆଗୋ ପ୍ରିୟତମା 

       ହୃଦୟ ପଡ଼ିଛି ବନ୍ଧା

ବାହୁ ବନ୍ଦନରେ ଭିଡିଧରି ଅଛ 

       ଜୀବନ ହୋଇଛି ଛନ୍ଦା ।।


ପ୍ରୀୟସୀ ଗୋ ତୁମ ପ୍ରୀତିର ର ପରସ  

ମୁଖ ଚନ୍ଦ୍ରମାରେ ଦେଖି ସ୍ମିତ ହାସ୍ୟ

ପ୍ରିୟତମ ତୁମ ହୋଇଛି ଉନ୍ମାଦ

ହୃଦୟରେ ଭରି ପରମ ଆନନ୍ଦ ।।


ଏ ଭାବ ପିରତି ଏ ମଧୁର ଗୀତି 

          ରହି ଯାଉ ହୋଇ ସ୍ମୃତି

ଏ ମନ କପୋତ ତୁମ ଅଗଣାରେ

           ଗାଏ ମିଳନର ଗୀତି ।।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance