STORYMIRROR

Ranjan Kumar

Others

4  

Ranjan Kumar

Others

ଜଗତ ଜନନୀ ମା....

ଜଗତ ଜନନୀ ମା....

1 min
381

ଜଗତ ଜନନୀ ଦୂର୍ଗତୀ ନାଶୀନି

ମହିଷା ମର୍ଦ୍ଧୀନି ମା ।।


ଆସ ଧରା ପୃଷ୍ଠେ ଲଘି ସର୍ବ କଷ୍ଟେ

ଶାନ୍ତି ର ଦିଅ ବାର୍ତ୍ତା ।।


ଘମା ଅନ୍ଧକାରେ ଅଜ୍ଞାନ ତିମିରେ

ଉତ୍ପିଡିତ  ସ୍ଵୟଂସହା ।।


ସବୁ ନରେ ଆଜି ମହିଷାର ରୂପ

ଦାନ୍ତ ନିକୁଟାଇ କରେ ସେ ବିଦୃପ ।।


ମାଗୋ ଦୟାମୟୀ ନର ଦେହ ବହୀ

ଆସ ଥରେ ଧରା ପୃଷ୍ଠେ ।।


ସିଂହ ବାହୀନି ଗୋ ମହିଷା କୁ ମାରି

ଉଦ୍ଧାର କର ଏ ଉତ୍ପିଡୀତ ନାରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍