STORYMIRROR

Ranjan Kumar

Classics

3  

Ranjan Kumar

Classics

ମିଛ ଏ ଦୁନିଆ......

ମିଛ ଏ ଦୁନିଆ......

1 min
379

ମିଛ ଏ ଦୁନିଆ ମିଛ ଏ ସଂସାର

  ମିଛ ସବୁ ଭାବ ପ୍ରୀତି 

ମିଛି ମିଛି କା ଏ ସଂସାର ବନ୍ଧନ 

  ମିଛ ସବୁ ରୀତି ନୀତି 


ମଣିଷ ଜୀବନ ଅଟେ ଦୁଇ ଦିନ

  ଦିନେ ମା କୋଳ ଦିନେ ସେ ଶ୍ମଶାନ

ମିଛ ରେ କରୁଛୁ ତୋର ମୋର

    କିଏ ପର ଏଠି କିଏ ବା ନିଜର


ମିଛ ମୋହ ମାୟା ବିସ୍ତାରି ଛି କାୟା

   ମିଛ ଟାରେ ଖାଲି ହେଉ ଅଛୁ ବାୟା 

ଆରେ ଗଣ୍ଠିଧନ ସ୍ଥିର କର ମନ

‌   ଉର୍ଦ୍ଧାରିବ ସେହି ସେ ଜଗ ମୋହନ


  ଜଗତର ନାଥ ସେ ତ ଜଗନ୍ନାଥ

    କରିବେନି ଧନ କେବେ ସେ ଅନାଥ

  ବେଳ ଥାଉଁ ଥାଉଁ କର ତା ଆରତି

     ଏ ଭବ ସାଗରୁ ପାରି କରିବ ତା ପ୍ରୀତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics