ଜଗତ ଜନନୀ ମା...
ଜଗତ ଜନନୀ ମା...
ଜଗତ ଜନନୀ ଦୂର୍ଗତୀ ନାଶୀନି
ମହିଷା ମର୍ଦ୍ଧୀନି ମା
ଆସ ଧରା ପୃଷ୍ଠେ ଲଘି ସର୍ବ କଷ୍ଟେ
ଶାନ୍ତି ର ଦିଅ ବାର୍ତ୍ତା
ଘମା ଅନ୍ଧକାରେ ଅଜ୍ଞାନ ତିମିରେ
ଉତ୍ପିଡିତ ସ୍ଵୟଂସହା
ସବୁ ନରେ ଆଜି ମହିଷା ର ରୂପ
ଦାନ୍ତ ନିକୁଟାଇ କରେ ସେ ବିଦୃପ
ମାଗୋ ଦୟାମୟୀ ନର ଦେହ ବହୀ
ଆସ ଥରେ ଧରା ପୃଷ୍ଠେ
ସିଂହ ବାହୀନି ଗୋ ମହିଷା କୁ ମାରି
ଉଦ୍ଧାର କର ଏ ଉତ୍ପିଡୀତ ନାରୀ
