STORYMIRROR

Ram Prasad Bisoi

Tragedy

2  

Ram Prasad Bisoi

Tragedy

ପ୍ରେମର ପ୍ରତିଘାତ

ପ୍ରେମର ପ୍ରତିଘାତ

1 min
12.9K


ମନ ------------!

ତୁ ଯା ଚାଲି

ଦୂର ଦେଶେ ଅଛି

ମୋ ପ୍ରିୟା

ତା ଆଖିର ଲୁହ

କୁ କହ

ମୋ ପ୍ରତି ପ୍ରସ୍ପାଷରେ

ଲେଖି ତାରି ନାମ

ବଞ୍ଚି ଚାଲିଛି । (୧)

ତମ ନିରବତା ଦିଏ

ବହୁ ବ୍ୟଥା

ଆଖିରେ ଅଖିଏ ଲୁହ

ଭଲ ଅଛି ବୋଲି ଥରେ

କହି ଦିଅ ଖାଲି

ଥମି ଯାଉ ଛାତିର

କୋହ । (୨)

ଜାଣେ ନା କାହିଁକି ?

ଏତେ

ଭଲ ପାଉଥିଲା ମତେ, ।(୩)

ମନ

ସତରେ କଣ ?

ଲାଗୁଛି ତମକୁ ଲାଜ ,

ହେବାକୁ କଥା ଦି ପଦ ,

ସମ୍ପର୍କର ସୂତା ଖିଅ

ଧରି ହାତେ ଟାଣୁଛି

ଥରେ ତ ଆସି

ମୋ ବନ୍ଦ ଲଫାପା

ରେ ଲେଖି ରଖିଥିବା

ଚିଠିଟି ସେମିତି ପଡିଛି,

ପଢି ଶୁଣି ଯାଅ

ତମ କୋଳେ ଶୋଇ

ମୁଁ ଗଣିବି ଆକାଶର ତାରା

ଆଉ ମୋ ଛାତିରେ ସୋଇ

ତମେ ଦେବ ବିଦାୟ

ତମ ଆପଣାର ଲୋକ

ଦେଇଥିବା ତମକୁ

ଯନ୍ତ୍ରଣା ଆଉ ନିଷ୍ଠୁର ଘାତ,

ପ୍ରତିଘାତ ସ୍ୱରରେ

ଛଳନାକୁ ଦିଅ ଠିକଣା ଜବାବ

ଅଛି ମୁଁ ତୁମ ସାଥେ

ହେଉ ଆମ କାହାଣୀ ପଛେ

ଆବୁଝାଙ୍କୁ ଆମ ପ୍ରିତି ଭାସ୍ଵର,

ପ୍ରେମର ପ୍ରତିଘାତ (୪)


ରାମ ପ୍ରସାଦ ବିଶୋଇ ।

ରାୟଗଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy