STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (15)

ପ୍ରେମୋଦୟ ଚମ୍ପୂ (15)

1 min
278

ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )


(15)


ରାଧାଙ୍କ ପ୍ରତି ସଖୀ

ରାଗ - କେଦାର - ରୂପକ ତାଳ

ଆଜି ଗାଜି ରାସେ କରରେ( ଘୋଷା )

ଅତସୀ ଶ୍ୟାମ, ହେଉ ସଜାମ

     ପିଇ ତୋ ଚାରୁ ବିମ୍ବାଧର ରେ (1)

ଅନଙ୍ଗାହତେ, ପ୍ରିୟ ହୃଦାନ୍ତେ

ଖେଳୁ ତୋ ମଣିମୟ ହାରରେ (2)

ଆନନ୍ଦ ଭର, କରୁ କାନ୍ତର

ତୋ ଘନ ପୀନ ପୟୋଧର ରେ (3)

ଆରେ କିଶୋରୀ, ହେଉ ସେ ହରି

ତୋ ମୁଖ ଚନ୍ଦ୍ର ଚକୋର ରେ(4)

ଅତି ହରଷେ,ଭାବାତି ବଶେ

ଭାଷଇ ଜଗଦ୍ଦେବ ଗିର ରେ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics