Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhir Kumar Panda

Romance

2  

Sudhir Kumar Panda

Romance

ପ୍ରେମିକା

ପ୍ରେମିକା

1 min
253


ପ୍ରେମ ଭାବେ ବାରମ୍ବାର ପଡୁଥାଏ ମନେ

ରହିଥାଏ ହୃଦୟର ଅତି ପ୍ରିୟ ସ୍ଥାନେ

ପୁଲକିତ ହୁଏ ମନ ଭାବନାରେ ତାର

ସିଏ ଆଉ କେହି ନୁହେଁ, ପ୍ରେମିକା ମୋହର।


ତା' ଆଖିର ଚାହାଣୀରେ କିବା ସମ୍ମୋହନ

ଆଖିରେ ଆଖି ମିଶିଲେ ଭୁଲେ ତ୍ରୀଭୂବନ

ଅକସ୍ମାକ ବଢିଯାଏ ହୃହୟ ସ୍ପନ୍ଦନ

ଫୁଲର ପାଶେ କି ସତେ ମଧୁପ ଗୁଞ୍ଜନ।


ରୂପ ରଙ୍ଗ ଭାବ ଭାଷା ତାର ଯେବେ ଦେଖେ

ଆନନ୍ଦର ଅତିଶୟ ଭାବକୁ ମୁଁ ଚାଖେ

ସଙ୍ଗ ତାର ପାଇବାକୁ ସବୁବେଳେ ଇଚ୍ଛେ

ସୟନେ ସ୍ବପନେ ଥାଏ ସତେ ଅବା ମିଛେ।


ଅଲିଅଳି ପ୍ରେମିକା ମୋ ଅତି ଆପଣାର

ଅଲିଭାଗାର ସେ ମୋର ମନ ସିଲଟର।



Rate this content
Log in

Similar oriya poem from Romance