Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Others

3  

kahnu charan sahu

Abstract Others

ପ୍ରେମିକ

ପ୍ରେମିକ

1 min
12.2K


କ'ଣ ପ୍ରେମିକ ହେବା ପାଇଁ

ନିହାତି ପ୍ରେମିକା ଦରକାର !

ଅନେକ ଲୋକଙ୍କୁ ହୃଦୟ ଦେଲାପରେ

ପ୍ରତିଉତ୍ତରରେ ଅନେକ କିଛି ପାଇଲା ପରେ

ଏବେ ମୁଁ ପ୍ରେମିକ...

ହଁ ଏମିତି ପ୍ରେମିକ

ଯାହାର ପ୍ରେମିକା ନାହିଁ

କେବଳ ମୁଠାଏ ଭାବନା ହିଁ

ପ୍ରେମିକା ପାଲଟି ଯାଏ ।


ଖୁବ ଭଲ ପାଏ

ମୁଁ ବି ତାଙ୍କୁ 

ଜୀବନଠୁ ଅଧିକା

କେବେ ସିଏ ଡାକନ୍ତି

ମୋବାଇଲ ପରଦାରୁ ତ

ଆଉ କେବେ ଡାଏରିର ପୃଷ୍ଠାରୁ...!!


Rate this content
Log in

Similar oriya poem from Abstract