STORYMIRROR

Debabrata Barik Debunu

Romance

3  

Debabrata Barik Debunu

Romance

ପ୍ରେମି ମୁଁ ନଥିଲି

ପ୍ରେମି ମୁଁ ନଥିଲି

1 min
271

ପ୍ରେମୀ ମୁଁ ନଥିଲି

ପ୍ରେମୀକ ସାଜିଲି

ତୁମରି ପ୍ରେମ ରେ ପଡି


କବି ମୁଁ ନଥିଲି

କବିତା ଲେଖିଲି

ତୁମରି କଥା କୁ ଭାବି


ପାଗଳ ପରିକା 

ପାଉଛୁ ମୁଁ ଭଲ

ଜୀବନର ଚଲା ବାଟରେ


କେଦାର ପରି ମୁଁ

ନିଇତି ଝୁରୁଛି

କିବା ଦିନ କିବା ରାତିରେ


ଦେବଦାସ ପରି

ପାଗଳ ହେଲିନି

ତୁମକୁ ପାଇବା ପାଇଁ ରେ

.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance