STORYMIRROR

Sachidananda Behera

Romance

3  

Sachidananda Behera

Romance

ପ୍ରେମ

ପ୍ରେମ

1 min
166

ଜାଣିନି ପ୍ରେମର ସଂଜ୍ଞା କଣ..?

ଜାଣିନି ପ୍ରେମର ପରିିିିଭାଷା କଣ..?

ତଥାପି ଅନ୍ଧ ଭଳି ....

ପାଗଳ ଭଳି .....

ତାକୁ ଭଲ ପାାଉଛି....।।।


ବୁଝେନି ପ୍ରେମର ମାନେ...

ବୁଝେନି ପ୍ରେମର ଗଭୀରତା

ମୁଁ ବୁଝେ ତା ପାଇଁ ନିଜକୁ 

ଅତଳ .....

ଅଗଭୀର....

ସାଗରରେ ନିଜକୁ ହଜେଇଦେବା

ହିଁ ପ୍ରେମ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance