Amitav Sahu
Romance
ପ୍ରେମ ନୁହେଁ ଇଛା
ଯାହା ପୂର୍ଣ୍ଣହୁଏ
ଭୋଗ ରାଗ ବୈରାଗ୍ୟ ଭିତରେ
ପ୍ରେମ ଏକ ସାଧନା
ଯାହା ପରିପୁଷ୍ଟ
ଶାଶ୍ଵତ ଚିରନ୍ତନ ମୂଲ୍ୟବୋଧରେ ।
ପ୍ରେମ ନୁହେଁ ଭିକ୍ଷା
ଯାହା ମିଳିଯାଏ
କ୍ଷଣିକ ନିବେଦନରେ
ପ୍ରେମ ଏକ ଦୀକ୍ଷା
ଯାହା ପ୍ରାପ୍ତହୁଏ
ଦାନରେ କର୍ମରେ କର୍ତ୍ତବ୍ୟରେ ।।
ସଙ୍ଗରୋଧର ଜୀବନ
ଝଗଡା
ସନ୍ଦେହ କରିବା ...
ତମେ କ'ଣ ସ୍ଵାଧ...
ପ୍ରତୀକ୍ଷା
ସଭ୍ୟତା
ପ୍ରେମ -୨୪
ପ୍ରେମ - ୨୩
ପ୍ରେମ- ୨୨
ପ୍ରେମ- ୨୧
ସଖୀ ଗୋ' କି' କହିବି ଶ୍ୟାମ କଥା ସଖୀ ଗୋ' କି' କହିବି ଶ୍ୟାମ କଥା
ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକାରେ ଅପେକ୍ଷାରେ ମଗ୍ନ... ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକା...
କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ଭାବ ରହୁଛି ଅଧା କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ...
ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ। ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ।
ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର, ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର,
ହସ ହସ ମୁଖ ଚାହିଁ କଉତୁକ ବିସ୍ମୟ ସୁଚକ କଥା କହି ଗୀତ ଗାଇ ମଉଜ ଭିତରେ ପରସ୍ପର ସ୍ନେହ ମଖା ହସ ହସ ମୁଖ ଚାହିଁ କଉତୁକ ବିସ୍ମୟ ସୁଚକ କଥା କହି ଗୀତ ଗାଇ ମଉଜ ଭିତରେ ପରସ୍ପର ସ୍...
ଦଶହରା ଦଶହରା
ତୁମେ ଯଦି ହୁଅ ତୁମେ ଯଦି ହୁଅ
ସ୍ଵପ୍ନ ସ୍ଵପ୍ନ
ତୁମେ ମୋ ମନର ପ୍ରଥମ ଫଗୁଣେ ପ୍ରଣୟର ମଧୁ ଗୀତି ତୁମ ବିନା ସାଥି ଫିକା ଫିକା ଲାଗେ ତୁମେ ମୋ ମନର ପ୍ରଥମ ଫଗୁଣେ ପ୍ରଣୟର ମଧୁ ଗୀତି ତୁମ ବିନା ସାଥି ଫିକା ଫିକା ଲାଗେ
ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ ଯେବେ ଦେଖି ଦିଏ ମୋତେ ପ... ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ ...
କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି। କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି।
ସୁନୟନା ତୁମେ କାନ୍ଦିବନି ସୁନୟନା ତୁମେ କାନ୍ଦିବନି
ମନେପଡେ ମନକଥା ମନେପଡେ ମନକଥା
ଜୀବନର ଏହି ଖାଲ ଢ଼ିପ ପଥେ ବିରହରେ ପ୍ରେମରୁ ମନରୁ ବେଦନା ଢଳେ ତଥାପି କାହିଁକି ଏଇ ମନ ଅଗଣାରେ ପ୍ରେମର ମଧୁ ... ଜୀବନର ଏହି ଖାଲ ଢ଼ିପ ପଥେ ବିରହରେ ପ୍ରେମରୁ ମନରୁ ବେଦନା ଢଳେ ତଥାପି କାହିଁକି ଏଇ ମନ...
କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ । କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ ।
ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।। ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।।
ଶୀର୍ଷକ :ସେଇ ଝିଅ ଟି ଶୀର୍ଷକ :ସେଇ ଝିଅ ଟି
ସ୍ବପ୍ନ ନାୟିକା ସ୍ବପ୍ନ ନାୟିକା
କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ମୁହଁରୁ... କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ...