Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debendra Mishra

Romance

3  

Debendra Mishra

Romance

ପ୍ରେମ

ପ୍ରେମ

1 min
148


ପ୍ରେମ ହିଁ ଶାଶ୍ଵତ,ପ୍ରେମ ଚିରନ୍ତନ, ପ୍ରେମ ହିଁ

ଅବ୍ୟକ୍ତ ରୂପ ।


ପ୍ରେମ ଜୀବନର ଉଜ୍ଜ୍ବଳ ମୂକୁର ପ୍ରେମ

ହିଁ ମୁକ୍ତ ସ୍ୱରୂପ ।


ଜୀବନ ଜଞ୍ଜlଳ ଅବିକଳ ରୋଳ

ସମ୍ପର୍କର ମୁକ୍ତା ବିନ୍ଦୁ ।


ଭାବନା ରାଇଜେ ଦିବନିଶି ଭାବ

ଶିଶିର ର ମୁକ୍ତା ବିନ୍ଦୁ ।


ଜୋଛନା ରାତ୍ରି ର ଦୀପ ଶିଖା ତୁମେ

ପୂର୍ଣ୍ଣିମା ର ପୂର୍ଣ୍ଣ ଚାନ୍ଦ ।


ମନ ଗଗନ ର ଇନ୍ଦ୍ର ଧନୁ ତୁମେ କଳ୍ପନା

ରାଜ୍ୟ କୁମୁଦ ।


ପ୍ରେମ ସ୍ଵର୍ଣ୍ଣ ଲତା ଅଭୁଲା ସଂହିତା ଜୀବନର

କଳ୍ପ ଦ୍ରୁମ ।


ସ୍ବପ୍ନ ମହଲର ସ୍ୱପ୍ନର ସାଗର ଶତ କୋଟି

ସୂର୍ଯ୍ୟ ସମ ।


Rate this content
Log in

Similar oriya poem from Romance