Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Romance

3  

jyotsna mayee panda

Romance

ପ୍ରତିର ପଲକ

ପ୍ରତିର ପଲକ

1 min
154


ମେଞ୍ଚା ମେଞ୍ଚା ଦୁଃଖର ବହଳ ପରଦାରେ

ଜୀବନ ଜିଇଁବା ସୀମାରେଖା ପରେ

ଆଜି ବି ତୁମ ସ୍ମୃତିର ସାୟାରେ

ମନ ଶିହରିତ ହୁଏ

ସେଇ ଅମାବାସ୍ୟାର ଅନ୍ଧାର ରାତିରେ l

ତୁମେ ଜାଣ କି ନ ଜାଣ

ସବୁ ସ୍ମୃତି ଆଜି ବି ଉତ୍ତ୍ଜୀବିତ ହୁଏ

ମୋ ସ୍ୱପ୍ନର ସୌଦ୍ଧରେ

କେମିତି ସବୁ ସ୍ମୃତି ଭୁଲିବି କୁହ ତ

ଆଜି ବି ସାଇତି ରଖିଛି

ତୁମର ସେ ସ୍ମୃତିଭରା ଫୁଗୁଣକୁ

ସେଇ ରଙ୍ଗ ଅବିରକୁ

କେମିତି ଭୁଲିବି କୁହ ତ

ସେ ମଧୁଲଗ୍ନ ର ଅପାସୋରା ଅତୀତକୁ

କେମିତି ଭୁଲିବି କୁହ

ତୁମ ସହିତ ବିତିଯାଇଥିବା

ସେ ପ୍ରେମ ଭରା ମୁହୁର୍ତ୍ତକୁ l

ଆଜି ବି ସାଇତା ହୋଇ ରହିଛି

କେବଳ ତୁମରିପାଇଁ ମୋ ନିସ୍ଵାର୍ଥପର ପ୍ରେମ

ଆଜିବି ପ୍ରୀତି ଝରା ପ୍ରୀତି ପଲକ

ଝରିଯାଏ କେବଳ ତୁମରି ପାଇଁ l



Rate this content
Log in

Similar oriya poem from Romance