STORYMIRROR

BULU BEHERA

Abstract Romance Classics

3  

BULU BEHERA

Abstract Romance Classics

ମୋ ପ୍ରେମର ମରୀଚିକା

ମୋ ପ୍ରେମର ମରୀଚିକା

1 min
202


ଚାଲି  ତୋ   ଅଙ୍କାବଙ୍କା

ହସ  ତୋ  ଲକ୍ଷେ  ଟଙ୍କା


             ଉର୍ବଶୀ ଠାରୁ  ଅଧିକl,

ଯେତେବେଳେ  ଦିଖିଲି

ତା ପ୍ରେମ ପଡିଲଳଲା

             ସିଏ  ହେଲା ମୋ ନାୟିକା ।


ଆଖି  ମୋ  ଗଲା  ଲାଖି

ତା ଚାରୁ  ରୂପ  ଦେଖି

             ହୋଇଗଲି  ମୁଁ  ପାଗଳ,

ସେ ଦିନୁ  ପିଚ୍ଛା  କଲି

ତାକୁ  ପାଇବି  ବୋଲି

              ଖୋଜୁଛି  ତାକୁ  କେବଳ  l


ସାଜି  ମରୁଭୂମି  ପଥିକ

ଖୋଜି  ବୁଲୁଛି  ଅନେକ

              ପାଇ  ଶୋଷେ  ମରୀଚିକା ।


ହାତରେ  ଦେ ତୁ  ଧରା

ଆଲୋ ମୋ ଲୋଟାଣି ପାରା

              ଉଡି ଆ'  ତୁ  ମୋର  ପାଖକୁ,

ପ୍ରେମ  ଆଧାର  ଦେଇ

ପୋଷିବି  ତୋତେ  ନେଇ


              ଜାଗା  ଦେଇ  ମୋର  ମନକୁ,

ହୃଦୟ  ମନ୍ଦିରରେ

ନିତି  ମୁଁ  ପୂଜା  କରେ

               ସାଜିଲୁ  ମୋର ତୁ  ପ୍ରେମିକା  ।












  


 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract