STORYMIRROR

Naheda Shaheen

Romance

4  

Naheda Shaheen

Romance

ପ୍ରେମ ରେ

ପ୍ରେମ ରେ

1 min
358


ପ୍ରେମ ର ଅଭିଲିପ୍ସା ତୁମ ପାଇଁ ,

ତୁମ ପ୍ରେମ ହେବ କି ବାସ୍ତବ  

ମୋ ପା ଇଁ

 ବାରମ୍ବାର ଗଢ଼ିବାକୁ ବାଲିଘର।

ଯୁଗ ଯୁଗ ରୁ ମୁଁ ତୁମର ତୁମେ ମୋର

ସେ ସ୍ମୃତି ପୁଣି ହେବ କି ଜୀବନ୍ତ?

ପ୍ରେମର ହେବ କି ନବ ଦିଗନ୍ତ।

ମୋ ହୃଦୟ ର ତୁମେ ପ୍ରିୟ ମଣିଷ

ଆଜି ବି ଖୋଜୁଛି ମୁଁ ହୋଇ ନିଶ୍ଵ

ତୁମେ ପୁଣି ଅସମାହିତ ଏକ ପ୍ରଶ୍ନମୋ ପାଇଁ।

ବିଶ୍ଵାସର ପୋଖରୀରେ ଫୁଟିବି ହୋଇ ପଙ୍କଜିନି

ପ୍ରେମର ଗଭୀରତା ପୁଣି ମାପିବି ପ୍ରତିଥର

ତୁମକୁ ପାଇବାର ନିଶା

ଅହରହ ପ୍ରଚେଷ୍ଟା, ଅନବରତଜାରି ରହିବ

ଯୁଗ ଯୁଗ କୁ ମୋର ଏହି ଅଭିଲିପ୍ସା ।।

ତୁମକୁ ପାଇବା  ପାଇଁ ରହିଛି ରହିଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance