STORYMIRROR

Naheda Shaheen

Inspirational

3  

Naheda Shaheen

Inspirational

ଆଶା

ଆଶା

1 min
162

ତମସାମୟ ରାତି ପରେ

ଶୁଭ୍ର ଆଲୋକ ଦିଶିବ

ଥାଉ ଯେତେ ଅନ୍ଧକାର

ଆଶା ର ଆଲୋକ ଜଳିବ

ଅତୀତର ସୁଖ ଓ ସ୍ମୃତି

ଓଡ଼ିଆର ମାନସମ୍ମାନ

ଜାଗି ଉଠିଛି ଆମ ସ୍ବାଭିମାନ

ପୌରୁଷ ରେ ଚେଇଁ ଉଠୁ 

ଆଣିଦେଉ ନବଜାଗରଣ।

ଆମ କୀର୍ତ୍ତି ଆମ ଯଶର

ହେଉ ନବ ଯୌବନ।

ଧମନୀ ରେ ଫୁଟିଉଠୁ

ବୀରତା ର ଲେଲିହାନ ରକତ

ଲେଖି ଦେବା ପୁଣି ଥରେ 

ନୂଆ ଏକ ଇତିହାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational