ଜୀବନର ପଥ
ଜୀବନର ପଥ
1 min
83
ଜୀବନର ପଥ
କେବେ କଣ୍ଟକିତ ତ କେବେ ପୁଷ୍ପିତ
କେବେ ଆଶାର ଆଲୋକ
ତ କେବେ ନିରାଶାର ବାଲିକୁଦ
ସ୍ବାର୍ଥ ଓ ଆକାଂକ୍ଷାର ଚକା ଭଉଁରୀରେ
ନା କେହି ଆପଣାର ନା କେହି ମିତ
ଜୀବନ ହରଣରେ ପରିଶେଷରେ
ଶୁନ୍ ହେଇଯିବ ଭାଗଶେଷ
ଉଠାଣି ଗଡାଣିଆ ରାସ୍ତା ଏ ଜୀବନ
ଦୁଃଖ ଓ ସୁଖର ସୁନ୍ଦର ମିଶ୍ରଣ
ଏଇତ ଆମ ଜୀବନ ଏହାଁହି ଜୀବନ।