STORYMIRROR

Naheda Shaheen

Fantasy

2  

Naheda Shaheen

Fantasy

ବର୍ଷା ଓ ପ୍ରେମ

ବର୍ଷା ଓ ପ୍ରେମ

1 min
51

ତୁମ ପ୍ରେମ ଠିକ୍ ବର୍ଷା ପରି

ଝର ଝର ଝରିଯାଏ ଯେପରି ନୀର

ପ୍ରେମର ବର୍ଷାରେ ସେ ଭିଜେ

ଭିଜୁଥାଏ ପ୍ରେମିକ ବାରମ୍ବାର

ହେଲେ ପୁରା ଭିଜେନା

କିଛି କୋହ କିଛି ଦୁଃଖର 

ସ୍ଥାନ ରହିଥାଏ ବାକି

ପୁଣି ପ୍ରିୟା ବର୍ଷା ରାଣୀ ପରି ଚଞ୍ଚଳ

ତ କେବେ କାଳ ବୈଶାଖୀ

ପ୍ରେମ ସର୍ବଦା ମଧୁମୟ

ଠିକ୍ ବର୍ଷ। ପରି

ପ୍ରେମ ବର୍ଷେ, ଧାରା ଶ୍ରାବଣ ପରି

ପ୍ରେମର ପିୟୁସ ବର୍ଷାର ତାଣ୍ଡବ

ବେଳେ ବେଳେ ଲାଗେ ଏକାପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy