ଜୀବନ ର ସତ୍ୟତା
ଜୀବନ ର ସତ୍ୟତା
1 min
242
ଜୀବନର ସତ୍ୟତା
କେବେ ପାରିଜାତ ଫୁଲ ପରି ସୁନ୍ଦର
ତ କେବେ ଶ୍ରୀହୀନ ଥୁଣ୍ଟା ଗଛଟିଏ
ଦୁଃଖ ର ସମୁଦ୍ର।
ଜୀବନ ହୁଏ ଅଭିଶପ୍ତ
ଯେବେ ମୃତ୍ୟୁ ହୁଏ ଇଚ୍ଛାର
ପୁଣି ହୋଇ ଥିବା ଯାଏ ରଙ୍ଗୀନ
ବୋଳା ହୁଏ ପ୍ରୀତି ର ଅବିର,
କେବେ ସୁଖ ତ କେବେ ଦୁଃଖ
ଯାତ୍ରା ଏହା ଏନ୍ତୁଡିଶାଳରୁ ମଶାଣିର।।