STORYMIRROR

Naheda Shaheen

Romance

3  

Naheda Shaheen

Romance

ମୋ ଭଲ ପାଇବା

ମୋ ଭଲ ପାଇବା

1 min
10

ମୋ ଭଲ ପାଇବା

ତୁମ ଭଲ ପାଇବା ଠାରୁ କମ୍ ନୁହଁ 

ମୁଁ ଖୋଜେ ତୁମକୁ ନିତିଦିନ ଅନ୍ତରରେ

ସକାଳର କଅଁଳିଆ ଖରାରେ

କୋଇଲି ର କୁହୁ ତାନରେ 

ବଇଁଶୀ ର ସ୍ବରରେ 

ଅବୋଧ ବାଳକର ହସରେ

ପୂର୍ଣିମା ର ନିର୍ମଳ ଜହ୍ନରେ

ପୁଷ୍ପରେ 

ତୋ କେବେ ଠାକୁରଙ୍କ ଆରତୀରେ

ଅହରହ ଦିବା ନିଶି ମୁଁ ଖୋଜେ ତୁମକୁ ପ୍ରତିଟି ମୁହୂର୍ତ୍ତରେ ।


Rate this content
Log in

Similar oriya poem from Romance