STORYMIRROR

sugyan bagh Bagh

Romance

4  

sugyan bagh Bagh

Romance

ପ୍ରେମ୍ ଦିୱାନା

ପ୍ରେମ୍ ଦିୱାନା

1 min
380

ମୁହୁଁକେ ସୁନ୍ଦର୍ କଜଲ୍ ଟିକା

       ବାଲ୍ କେ ସୁନ୍ଦର୍ ଗଜରା

ଦେଖ୍ ଲା ଦିନୁ ମନ୍ କରିଛେଁ

      ମୁଇଁ ବଉଦିଆ ଧଙ୍ଗ୍ ରା ।।

ହସିଁ ହସିଁ କରି କହେଲେ କଥା

     ଦିଲ୍ ହେସି ମୋର୍ ପାଗଲ୍

ମୋର୍ ଯଦିତୁଇ ହେତୁ ବଏଲେ ଘିନି        

  ଦେତିଁ ତୋତେ ଗୁଡର୍ ପାଞ୍ଜଲ୍।।

କେନ୍ ବିଧାତା ଗଢିଛେ ତୋତେ

         ଏଡ୍ କି ସୁନ୍ଦର୍ କରି

ମୁଡର୍ ବାଲ୍ କେ କଲର୍ କରି

      ବୁଢାବି ପଡୁଛେ କିନ୍ଦିରି ।।

ସୁନ୍ଦ୍ ରି ବୋଲି ଭାଉ ଖାଉଛ

      ଆମ୍ କୁ ଦେଉଛ ପାସ୍ ରି

ଧନି ପିଲାକେ ମନ୍ କରୁଛ

      କରୁଛେ ବୋଲି ଚାକିରି ।।

ହେଲେ ନାଇଁଜାନି ତୁମେ ଭାବର 

      ବନ୍ଧନ୍ ଯାଉଛ ତୁମେ ରସି

କଅଁଲି ମନ୍ କେ ଚୁମି ଦେବା ବାବୁ

       କାନ୍ଦୁଥିବ ତୁମେ ବସି ।।

ହେତ୍ କି ବେଲାକେ ମନେ ପକାବ

         ଇ ଗରିବ୍ କେ ବେସି

ତଥାପି ତୋତେ ମୁଇଁ ଚାହୁଁ ଥିମି

      ଦେଖ୍ ଲେ ଦେମି ହଁସି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance