Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sugyan bagh Bagh

Inspirational

4  

sugyan bagh Bagh

Inspirational

ବୁଆ

ବୁଆ

1 min
330


ଦୀନ୍ ରାଏତ୍ କେତେ ପରିଶ୍ରମ୍ କରି

               ବୁଆ କର୍ ସି କମାନି

ଛୁଆ ପିଲା ମୋର୍ ସୁଖେ ରହେବେ ବୋଲି

         କେତେ ଜିନିଷ୍ ଆନିଦେସି ଘିନି ।


ନିଜର୍ କଥା କେଭେ ନାଇଁ ଭାବେସେ

          କୁଟୁମ୍ ର କଥା ଖାଲି ଭାବ୍ ସି

ଯାତ୍ରା ପରବ୍ ହେଲେ ସମ୍ କର୍ ଲାଗି

         କପଡା ଲତା ଘିନି ଆନିଦେସି ।


କିହେବି ନେଇଁ ଭାବନ୍ ମାଏଝି ଛୁଆ ପିଲା

      ଘଏତା କି ମୋର୍ ବୁଆ କେନ୍ତା ଅଛେ

ଦୀନ୍ ରାଏତ୍ ସେ କାମ୍ ଖଟୁଛେ

      ହେଲେ ସେ ଗୁଟେନ ଡ୍ରେସ୍ ପିନ୍ଧିଛେ ।


 ସୁଖେ ଥିବାର୍ ତକ୍ ମାଏଝି ବି କହେସି

          ଘଏତା ଟା ମୋର୍ ଏକ୍ ନମ୍ବର୍

 ଟିକେ ଅଭାବ୍ ହେଲେ ପାଟି କରି କହେସି

       କାଏଁ ସୁଖ୍ ପାଇଛେଁ କହତ ତୋର୍ ।


 ବୁଆଟା ଆମର୍ ସବୁ ଜାନି ସୁନି

        ରହେସି ଆଜ୍ଞା ଚୁପ୍ ଚାପ୍ ହେଇ

  ପରିବାର୍ ବୁଝ୍ କେ ଏକ୍ ଲା ସମ୍ଭାଲ୍ ସି

         ସଂସାରେ ବୁଆର୍ ନାଁ ଟା ପାଇ ।


Rate this content
Log in

Similar oriya poem from Inspirational