STORYMIRROR

sugyan bagh Bagh

Comedy

3  

sugyan bagh Bagh

Comedy

ଶାଲି ଭେନେଇ

ଶାଲି ଭେନେଇ

1 min
176

ଶଶୁର୍ ଘର୍ କେ ଯାଇଥିଲି ବୁଲି

   ଘରେ ଥିଲା ମୋର୍ ଶାଲି

ମୋତେ ଦେଖିକରି ମୁଡିଆ ମାଏଲା

   ଆଶିର୍ବାଦ୍ ଗୁଟେ ମୁଇଁ କଲି ।।

ଭିତର୍ କେଯାଇ ପାଏନ୍ ଗିଲାସ୍ ଧରି

  ହସିଁ ହସିଁ କରି ଆସ୍ ଲା

ମୋର୍ ଲାଗିବନେ ଖୁସିଅଛେଁ ଭାବ୍ ଲି

    ଫୋନ୍ କଲ୍ ଗୁଟେ ଆଏଲା ।।

କାହାର୍ ଫୋନ୍ ଥିଲା କହେଲି ମୁଇଁ

  ମୋତେ କହେଲା ସେ ଲାଜେଇ

ଭଲ୍ ପାଉଛେଁ ଗୁଟେ ପିଲାକେ        

 କାହାକେ ନାଇଁକହେବ ଭେନେଇଁ ।।

ଆସିକରି ମୁଇଁ ବେକାର୍ ହେଲା

     ମନେ ମନେ ମୁଇଁ ଭାବ୍ ଲି

ଯେତ୍ କି ଜିନିଷ୍ ଆନି ଦେଇଥିଲି

       ଛାଡିକରି ସବୁ ପଲାଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy