STORYMIRROR

sugyan bagh Bagh

Inspirational

3  

sugyan bagh Bagh

Inspirational

ପିଲା ଜନମ୍ କରି ଦୁଃଖ୍

ପିଲା ଜନମ୍ କରି ଦୁଃଖ୍

1 min
203


ଇ କଲିଯୁଗେ ଝି ଜନମ୍ କଲେ

        ମାଁ ବୁଆ ସୁଖେ ରହୁଛନ୍

ପୁଅ ପାଇଛେଁ ବୋଲି ଗରବ୍ କଲେ

 ଶେଷ୍ କେ ସବୁ ଦୁଃଖ୍ ପାଉଛନ୍ ।।

ଡିଣ୍ଡା ଥିବାର୍ ତକ୍ ମାଁ ବୁଆ ବୋଲି

      କେତେ ଶର୍ ଧା କର୍ ସନ୍

ବିହାହେଲାପରେ ପୁଷାକୁକୁର୍ ବାଗିର୍

   ମାଏଝିର୍ କଥାକେ ମାନ୍ ସନ୍।।

ହେଲେ ଝିଇନେ ବଡା ଚାଲାକ୍ ଅଛେ

   ଶାଶ୍ ଶଶୁର୍ କେ ଭୁଖେ ମାର୍ ସି

ମାଁ ବୁଆର୍ ଦିହି ଖରାପ୍ ହେଲେ

ଘଏତା ଧରି ତାକର୍ ଘର୍ କେ

                ଯାଏସି ।।

ଆମର୍ ଯେନ୍ ଶିକ୍ଷିତ୍ ପିଲା ଯେ

      ମାଁ ବୁଆକେ ପର୍ କର୍ ସି

ଅଭାବ୍ ଟାଇମ୍ ଥିକିଛି ମାଙ୍ଗ୍ ଲେ କରି ଗୁଟେ ପଏସା ନାଇଁନ ବଲ୍ ସି ।

ହେଥିର୍ ଲାଗିତ ସବୁ ଜାଗାଥି

          ଝି ରହୁଛେ ଆଗେ

ଯେତେ ଚାଲାକ୍ ହେଲେ କାଏଁ ହେବା

        ପିଲା ରହୁଛେ ପଛେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational