STORYMIRROR

sugyan bagh Bagh

Inspirational

3  

sugyan bagh Bagh

Inspirational

ମୁନୁଷ୍ ଜୀବନ୍

ମୁନୁଷ୍ ଜୀବନ୍

1 min
139

ଦୁନିଆଁ ଟା ଗୁଟେ ରଙ୍ଗ୍ ମଞ୍ଚ୍ ଭାଇ

    ସଭେ ଆମେ ଇନେ କଲାକାର୍

ଅଭିନୟ ଆମର୍ ସର୍ ଲା ପରେ

ମସାନ୍ ଘାଟ୍ ଥି ହେମା ପୁଡାଖାର୍ ।


ଇ ଦୁଇ ଆଙ୍ଗୁଲିଆ ପେଟ୍ ଲାଗି ଭାଇ

      କେତେଯେ ନାଟ୍ କାହାର୍

କିଏ ଖାଉଛେ ମାଗି ଜାଚି ଇନେ 

କରୁଛେ କିଏ ଚାକିରିଆରୁ ବେପାର୍।


ଉପର୍ ବାଲା ଗଢି ଦେଇଛେ

         ମୁନୁଷ୍ ଜୀବନ୍ ଦେଇ

ଭଲ୍ କାମ୍ କିଛି କର୍ ମା ବଏଲେ

  ଆମର୍ ନାଁ ଯିବା ସତେ ରହି ।


ଶପଥ୍ ନେମା ଆମେରେ ଭାଇ

      ଗଛ୍ ଗୁଟେ ଗୁଟେ ଲଗାମା

ଅମ୍ଲଜାନ୍ ଅଭାବ୍ ନେଇଁ ରହେ ଆରୁ

  ସୁଖେ ଜୀବନ୍ ଡଙ୍ଗା ବାହେମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational