ମା ସମଲେଇ
ମା ସମଲେଇ
ତୁଇ ମାଗୋ ଆଦିଶକ୍ତି
ଜଗତର୍ ଜନନୀ
ସାରା ଜଗତ୍ କେ ଢାପିଛୁ ମାଗୋ
ତୋର୍ ପନତ୍ କାନି ।
ମହାନଦୀର୍ ଖଣ୍ଡିଥି ମାଁ
ତୁଇ ଉଭା ହେଇଛୁ
ସମ୍ବଲ୍ ପୁରେ ସମ୍ ଲେଇ ନାମେ
ପୂଜା ତୁଇ ପାଉଛୁ ।
କେତେ ଦୁରୁ ଭକତ୍ ମାନେ
ଆଉଛନ୍ ତୋର୍ ପାସ୍ କେ
ତୋର୍ କରୁନା ପାଏବାର୍ ଲାଗି
ଗୁହାରି କର୍ ସନ୍ ତୋତେ ।
ସହସ୍ର ନାମେ ମାଗୋ ତୁଇ
କରୁ ଖେଲା ଲିଲା
ତୋର୍ ପାଦେ କୋଟି ଶରନ୍
ମାଁ ଗୋ ମୋର୍ ବିମଲା ।
ଧୁବୁଲା ଘୁଡା ଚଢି ମାଁ ଗୋ
ବୁଲୁ ନିଶା ରାତି
ଦୁଃଖିକେ ତୁଇ ସାହା ହେଉ ମାଁ
ଦୁଷିକେ ଦେଉଯେ ଶାସ୍ତି ।
ଲହ ଲହ ଜିଭ୍ୟା ମାଁଗୋ
ଘୋର ଦନ୍ତ ପାଟି
ତୋତେ ଡାକ୍ ଦେଲେ ମାଁ ଗୋ
ପାପରୁ ପାପି ହୁଏ ମୁକ୍ତି ।
