"ପ୍ରେମ ଅମୃତ ମୟ "
"ପ୍ରେମ ଅମୃତ ମୟ "
ରୋମିଓ ଓ ଜୁଲିଏଟ
ଲୈଲା ମଜନୁ ଟ୍ରୁ ଫାକ୍ଟ l
ଜାଣିଛି ସାରା ଜଗତ,
କେଦାର ଗୌରୀଙ୍କ ପ୍ରେମ
ରହିଛି ଜନମ ଜନମ
ରହିବ ହୋଇ ବିଦିତ l
ଯୁଗ ପରେ ସବୁ ଯୁଗ
ପ୍ରେମ ଜାଗେ ଅନୁରାଗ
ହେଉଅଛି ମହନୀୟ ,
p>
ଅମର ହୋଇବ ପ୍ରେମ
ହେବ ନାହିଁ ବଦନାମ
ପ୍ରେମ ଯେ ଅମୃତମୟ l
ଅତୀତରୁ ବର୍ତ୍ତମାନ
ପ୍ରେମ ଯେ ଚିରନ୍ତନ
ନଦୀ ପରି ପ୍ରବାହିତ,
ପ୍ରେମ ବିନା ଯେ ଜୀବନ
ଅଟେ ଜହର ସମାନ
ପ୍ରେମ ଯେ ଚିର ଶାଶ୍ୱତ l