ପର୍ବପର୍ବାଣୀ
ପର୍ବପର୍ବାଣୀ
ଏହି ମୋ ଭାରତ ଦେଶ
ପର୍ବପର୍ବାଣୀର ଏଠି ସମାବେଶ
କୋଣ ଅନୁକୋଣେ ଯାହାର
ସୁନ୍ଦରତା ମନେ ଜାଗେ ହରସ
ଏହି ମୋ ଭାରତ ଦେଶ I
ତିନି ପ୍ରକାର ପର୍ବ ପାଳେ ମୋ ଦେଶ
ରାଷ୍ଟ୍ରୀୟ , ଧାର୍ମିକ, ମୌସମୀ ପର୍ବ
ଭିନ୍ନତାରେ ଏକତା ଏହି ତାର ବିଶେଷ
ଏହି ମୋ ଦେଶ ସବୁ ପର୍ବର ସମାବେଶ I
1- ସ୍ୱାଧୀନତା ଦିବସ , ସାଧାରଣତନ୍ତ୍ର ଦିବସ
ଗୁରୁଦିବସ , ଗାନ୍ଧୀ ଜୟନ୍ତୀ ମନେ ଜାଗେ ପୌରୁଷ
2 -ଚିକମିକ ରଙ୍ଗୀନ ଆଲୁଅରେ ବୀପାବଳି
ରଙ୍ଗର ମହୋତ୍ସବ ରେ ହୋଲି, ଭାଇଚାରା ରଖିଛି ମୋ ଦେଶ
ହିନ୍ଦୁ ମୁସଲିମ ଈସାଇ ସଭିଏଁ ପ୍ୟାରା
ନାଚିଗାଇ ହାତ ମିଳାଇ ଖୁସି ମନାଇ
ମିଠାଇ ଖାଇବା ଆମରି ଆଶା...
ଦୁର୍ଗା ପୂଜା ଗଣେଶ ଚତୁର୍ଥୀ ଇଦ ରେ କାନ୍ଧେ କାନ୍ଧ ମିଳାଇ
କ୍ରିସମାସ ରେ ଗୀତ ଗାଈ ସନ୍ତାକ୍ଲସ ର ବେଶ ହୋଇ
ପିଲାମାନଙ୍କୁ ଉପହାର ଦେବାର ସମାବେଶ
ଏହି ମୋ ଭାରତ ଦେଶ I
3 -ମୌସମୀ ଥାଏ ବୈଶାଖୀ ପୋଙ୍ଗଳ ଲୋହାଡି
ମକର ସଂକ୍ରାନ୍ତି ଓ ନୂଆଖାଇ ନାଚ ଗୀତର ଉଲ୍ଲାସ
ସବୁ ଭିନ୍ନତରେ ଆଣେ ଏକତା.......
ଭାଇ ଚାରା ତାର ରଖେ ସମତା
ଏହି ମୋ ଭାରତ ଦେଶ ପର୍ବାଣୀର ସମାବେଶ I