Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Drama Inspirational Thriller

3  

Sunanda Mohanty

Drama Inspirational Thriller

ପ୍ରଭୁ

ପ୍ରଭୁ

1 min
171


ଯୁଗେ ଯୁଗେ ଅବତରି

ପ୍ରଭୁ ପଣେ ଅବତାରୀ

ପୃଥିବୀରେ ଅସୁର ସଂହାରି 

ଧନ୍ୟ କରିଛି ପ୍ରଭୁ ସିଂହାରୀ

ବନ୍ଦୀଶାଳେ ଜନ୍ମି ଗୋପ ଚିହ୍ନି

ଅଜା ଦ୍ଵାରପାଳ ଚିହ୍ନିଲେ ବହ୍ନି

ପିତା ବସୁଦେବ ନାଗଦେବ

ନନ୍ଦ ରାଜା ଜ୍ଞାନ୍ତ ସାରେ ଚିହ୍ନି

ଜାଣିଲେ ଆସିଲା ପୁତ୍ର ନାଶିବ

ବଇରୀ ଅଇରୀ କୀର୍ତ୍ତି ସ୍ଥାପନ କରି

ପୁତ୍ର ପଣେ ଗୋପ ଓ ମଥୁରା ଝୁରି

ଦେବକୀ ଓ ଯଶୋଦା ଭାଳି ଭାରି

ସନ୍ତୁଳିତ ହୃଦୟ ମନ ଭାରି ଭାରି

ମତେ ଶ୍ରୀକୃଷ୍ଣ ଦିଶନ୍ତି ଗାନ୍ଧୀଙ୍କ ପରି

ଉଶ୍ୱାସ ଆଶ୍ୱାସନା ବିଶ୍ୱାସର ତମ୍ବୁ ପରି ।


Rate this content
Log in

Similar oriya poem from Drama