STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ପ୍ରଭେଦ

ପ୍ରଭେଦ

1 min
256


ତୁମର ମୋର ବନ୍ଧୁତା ସୁନ୍ଦର

ଜାତି ହେଉ ପଛେ ଭିନ୍ନ

ମୁଁ ଆଗେ ଆଗେ ତୁ ମୋ ପଛେପଛେ

ଦୁହିଁଙ୍କର ଏକା ମନ।

ପସନ୍ଦ ତୋର ବାହାରେ ବୁଲିବା

ମୋରବି ସକାଳ ବୁଲା

ଆମର ତୁହି ବହୁତ ବିଶ୍ବସ୍ତ

କହନ୍ତି ଦେଖିବା ବାଲା।

ସ୍ନେହ ବଦଳେ ଜୀବନ ଦେବାରେ

ତୋ ଭଳି ଅଛି କି କିଏ?

ପଶୁ ମଣିଷ ପ୍ରଭେଦ କେବଳ

ସ୍ବାର୍ଥ ହିଁ ବତାଇ ଦିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational