STORYMIRROR

Sudipta Behera

Classics

2  

Sudipta Behera

Classics

ପଙ୍ଗପାଳକ

ପଙ୍ଗପାଳକ

1 min
347

ସମୟର ଅବଗାହନରେ

ଆନ୍ଦୋଳିତ ପ୍ରତିଟି ମୁହୂର୍ତ୍

କେବେ ଐଶ୍ଚର୍ଯ୍ୟର ପ୍ରାଚୁର୍ଯ୍ୟ,

କେବେ ଝଡର ସଙ୍କେତ

କେବେ ସନ୍ନିକଟସୁନାମି

ଆଉକେବେ ଭୟଙ୍କର ଭୁକମ୍ପ


ମୃତ୍ୟୁଏଠି ହାତଠାରେ ପ୍ରତି ମୁହୂର୍ତରେ

ଯମରାଜ ଅଟ୍ଟହାସ୍ୟ କରେ,

ତଥାପି ଅହଂସର୍ବସ୍ବ ମନୁଷ୍ୟ

କ୍ଷଣିକ ଜାନ୍ତବ୍ୟକାମନା ଅମେଣ୍ଟିତ ଶୋଷ


ସଙ୍କୁଚିତ-ବର୍ବରତା-କଦାକାର-କୁଶ୍ଚିତ ମନ

ମାନେନାହିଁ ବିବେକଦଗ୍ଧ ଅବିଛ୍ଛେଦ୍ୟ ବନ୍ଧନ,

ସାର୍ଥକ ଜୀବନକୁ କରେ ବିକଳାଙ୍ଗ

ଶସ୍ୟହୀନ କ୍ଷତାକ୍ତ ଖେତରେନିଜେ ପଙ୍ଗପାଳକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics