STORYMIRROR

Prafulla Kumar Tripathy

Classics

3  

Prafulla Kumar Tripathy

Classics

ପ୍ଳାଟଫର୍ମ

ପ୍ଳାଟଫର୍ମ

1 min
214

କେଉଁ ଅନାଦି କାଳରୁ

ସେମିତି ଠିିଆ ହୋଇ ରହିଛି

ଆଖୀରେ ତାର ନିଦ୍ରା ନାହିଁ

ନିର୍ବାକାର ହୋଇ ରହିଛି

ତା କୋଳ ସବୁବେଳେ ଖୋଲା

ପିଲା ଠାରୁୁ ବୃଦ୍ଧ ସମସ୍ତଙ୍କ ପାଇଁ

ନିଜେ ବି ଜାଣିନି ତାର

ଦିନ କଣ ରାତି କଣ ?

ନିଜ ନିଜ ଆଶା ବାନ୍ଧି

ଅନେକ ଆସନ୍ତି ବସନ୍ତି

ଅପେକ୍ଷା କରନ୍ତି

ଆମ୍ଢିୟ ସୁୁଜନଙ୍କ ପାଇଁ

ଅସହାୟ ଶିଶୁ,ନିରାଶ୍ରୟ ମହିଳା

ସମସ୍ତେ ଆଶ୍ରୟ ନିଅନ୍ତି

ମୋ ପ୍ଳାଟଫର୍ମର ଛାତତଳେ ା

ଅନେକ ବାଟରୁ ମୋର

ବିକଟଳ ଶଦ୍ଦକରି ମୁଁ

ସମସ୍ତଙ୍କୁ ସୁଚାଇ ଦିଏ

ଗୋଟିକ ପରେ ଗୋଟିଏ

 ଟ୍ରେନର ବଗିର ଦୃଶ୍ଯ ା

ମୋର ଏତେ ବଡ ହୃଦୟକୁ

କେବେ କିଏ ବୁଝନ୍ତି

ବର୍ଷାରେ ଭିଜି ଭିଜି

ଖରାାରେ ଜଳି ଜଳି

ଶୀତରେ ଥରିି ଥରି

ସମସ୍ତଙ୍କ ନିଜ ନିଜ

ଗନ୍ତବ୍ଯ ସ୍ଥଳରେ ପ୍ଳାଟଫର୍ମରେ

ପହଚାଂଇବା ମୋର ଲକ୍ଷ

ସେଥିପାଇଁ ତ ସମସ୍ତତେ

ମୋ ଅପେକ୍ଷାରେ ପ୍ଳାଟଫର୍ମରେ ା


Rate this content
Log in

Similar oriya poem from Classics