STORYMIRROR

Reeta aparajeeta Mohanty

Abstract

4  

Reeta aparajeeta Mohanty

Abstract

ପଳାଶ କୁସୁମ ଆଖିରେ ଲୁହ -ରୀତା

ପଳାଶ କୁସୁମ ଆଖିରେ ଲୁହ -ରୀତା

1 min
373


ପଳାଶ କୁସୁମ ମୁଁ ପ୍ରଭୁ

ଏତେ ସୁନ୍ଦର ରୂପ ଦେଲ ମତେ

ହେଲେ ବାସ ଟିକେ ଦେଲ ନାହିଁ।

ସୁନ୍ଦର ରୂପରେ ବାଟବଣା ହେଇ 

କେହି ପଥିକ ଆସିଲେ 

ବାସହୀନ ବୋଲି ଫିଙ୍ଗିଚାଲିଯାଏ

ମୋ ଆଖିରେ ଧାରେ ଲୁହ ଦେଇଯାଏ ।

ପ୍ରଭୁ ତୁମେ ମତେ ଯେମିତି ତିଆରି କରିଛ ମୋର ବା 

ଏଥିରେ ଦୋଷ କଣ ...?

ପ୍ରଭୁ ହସିଲେ ମୁରୁକି ମୁରୁକି

ଗୋଟିଏ ଚାନ୍ଦରେ ଯେଉଁ ଶୋଭା

ପୁରା ତାରାଗଣ ହେବେନି ତା ସମ

ତୁ ପରା ଶିବ ରାତ୍ରି ଦିନ

ଶିଵଙ୍କ ମଥାରେ ଶୋଭାପାଉ

ବ୍ରତଉପୟୋନ ରେ ତତେ ଖୋଜା ପଡେ ....।

ଲୁହ ଟିକେ ପୋଛି ପଳାଶ ଦେଲା ହସି

ମୋ ପ୍ରଭୁ ଙ୍କ ଖୁସି ରେ ମୁଁ ବି ଖୁସି ...।

ଆଜି ଠୁ ପଳାଶ ହସିବ ସଭିଙ୍କ ଖୁସିରେ ।



Rate this content
Log in

Similar oriya poem from Abstract