Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

3  

Satyanarayan Sahoo

Romance Classics Inspirational

ଫଗୁଣ ଓ ରଙ୍ଗ ଖେଳ

ଫଗୁଣ ଓ ରଙ୍ଗ ଖେଳ

1 min
163


ହୋଲି ପର୍ବ ପଡ଼ି ଥାଏ ବରଷକୁ ଥରେ

କେତେ ଯେ ଆନନ୍ଦ ଆଉ ଉଦ୍ଦୀପନା ଭରେ ।

ମହମହ ଫଗୁଣରେ ପୂର୍ଣ୍ଣିମା ତିଥିରେ

ଖେଳନ୍ତି ସଭିଏଁ ମାତି ଖୁସି ମଉଜରେ ।

ଉନ୍ମତ୍ତ ଥାଆନ୍ତି ରଙ୍ଗ ବେରଙ୍ଗ ଅବିରେ

ବୋଳି ଦେହ, ବେଶ ବାସ ଲାଗନ୍ତି କ୍ରୀଡାରେ ।

ପ୍ରେମ ଶୃଙ୍ଗାରର ଋତୁ, ଅଟେ ଏ ବସନ୍ତ

ପ୍ରେମ ଭରେ ରଙ୍ଗ ଖେଳେ ଫଗୁଣ ହିଁ ଶ୍ରେଷ୍ଠ ।


Rate this content
Log in

Similar oriya poem from Romance