Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

3.4  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୨୦

ପଦଟିଏ ତୋ ନାଁରେ ପ୍ରିୟା ୨୦

1 min
17


ତୁମ ଚୁର୍ଣ୍ଣ କୁନ୍ତଳରେ 

ହାତ ଦୁଇ ଛନ୍ଦି ଦେଲା ପରେ 

ଆକାଶରୁ ଝରିଥିଲା ବର୍ଷା 

ପବନରେ ବୃଦ୍ଧି ପାଇଥିଲା 

ଉତ୍ତାପ 

ଜହ୍ନ ଦେହରେ ଦେଖା ଦେଇଥିଲା 

ବୁନ୍ଦା ବୁନ୍ଦା ସ୍ଵେଦ 

ବନ୍ଦ ଚକ୍ଷୁରେ ଉଦ୍ଭାସିତ ହୋଇଥିଲା 

ନୀଳ କଇଁ I


ହାତ ଦୁଇ ଧୀରେ ଧୀରେ 

ଖସି ଆସିବା ବେଳକୁ 

ଇତିହାସର ଅଲିଭା ପୃଷ୍ଠାରେ 

ଆଙ୍କି ହୋଇ ଯାଉଥିଲା 

ଏକ ସୁନ୍ଦର ଭୂଗୋଳ I


Rate this content
Log in

Similar oriya poem from Romance