STORYMIRROR

Brundabana Pradhan

Romance

3  

Brundabana Pradhan

Romance

ପାରେନି ସହି

ପାରେନି ସହି

1 min
161

କାହିଁକି ତତେ ମୁଁ ଏତେ ପାଏ ଭଲ 

ସେକଥା ତ ପାରେନାଁ କହି 

କାହା ସାଥେ ତତେ ମୁଁ 

ଦେଖି ପାରେନା ସହି। 


ଜାଣେନା ମୋ ଏଇ ପାଗଲାମି 

ରହିଥିବ ଆଉ କେତେଦିନ 

ପାଖେ ନ ଥିଲେ ପ୍ରିୟତମା 

ଜମା ଭଲଲାଗେ ନାହିଁ ମନ। 


ତୋ ଅବର୍ତ୍ତମାନରେ ଲେଖେଁ କବିତା 

ଦେଖେଁ ତୋ ଛବି ଏକା ଏକା

ବୁଝିପାରେ ନାହିଁ ବୁଝେଇ ପାରେନି 

ଏ ମନକୁ ଏକାଏକା। 


ମୋତେ ଛାଡି କହାସାଥେ ପାରିବୁନି ରହି 

ଏକଥା ସବୁ ପାରେନି ସହି। 



Rate this content
Log in

Similar oriya poem from Romance