STORYMIRROR

Manjulata Singh

Tragedy

3  

Manjulata Singh

Tragedy

ପାନ୍ଥଶାଳା

ପାନ୍ଥଶାଳା

1 min
13.9K


କୁହ ବନ୍ଧୁ କେହି ଦେଖିଛ କି କେବେ

ପାନ୍ଥଶାଳାର ଲୁହ

ଦି'ଦିନ ଅତିଥି ସଭିଏଁ ତାପାଇଁ

କିଏ ବା ନିଜର କୁହ

ମନ ଆଇନାରେ ପ୍ରତିଛବି ଯେତେ

ନିଇତି ବଦଳୁ ଥାଏ

ଲୁହକୁ ଲୁଚାଇ ମନ ମଣିଷକୁ

ବିଦାୟ ଦେବାକୁ ହୁଏ.....


ମଞ୍ଜୁଲତା ସିଂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy