STORYMIRROR

Manjulata Singh

Others

2  

Manjulata Singh

Others

ଜଗତନାଥ

ଜଗତନାଥ

1 min
461


ବାହାରେ ପଉଷ କାଲୁଆ ଶୀତ

ଦେହେ ଶୀତ ବସ୍ତ୍ର ଜଗତନାଥ


ଛଅଟି ଋତୁକୁ ବାରଟି ମାସ

ମାନବ ଲୀଳାର ପରିପ୍ରକାଶ


ବଡି ଭୋରରୁ ପହିଲି ଭୋଗ

ନିତି ଲାଗି ହୁଏ ମାସଟି ଯାକ


ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ

ଲୀଳା କରୁଥାଅ ଜଗତସାଇଁ....






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍