STORYMIRROR

Manjulata Singh

Others

2  

Manjulata Singh

Others

ବେଳାଭୂମି

ବେଳାଭୂମି

1 min
14.1K


ବେଳାଭୂମି


ବେଳାଭୂମି ବୁକେ କେତେ ବାଲିଘର

ନିତିଦିନ ଗଢା ହୁଏ

ସେ ବାଲିଘରକୁ ସାଗରର ଢ଼େଉ

ନିତି ଭାଙ୍ଗି ଦେଇଯାଏ

କେତେ ପଦଚିହ୍ନ ହୁଅଇ ବିଲୀନ

ସାଗର ଢ଼େଉକୁ ଚୁମି

ବିଜନ ବେଳାରେ ସାଉଁଟେ ସେ ସ୍ମୃତି

ଏକା ଏକା ବେଳାଭୂମି...

ମଞ୍ଜୁଲତା ସିଂ

ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍