STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ଓଁ

ଓଁ

1 min
5

ଜୟ ଜୟ ଶ୍ରୀରାମ ନମଃ ଓଁ

ଜୟ ଜୟ ମହାଦେବ ତପ ଓଁ

ଜୟ ଜୟ ଶ୍ରୀକୃଷ୍ଣ ହରେ ମୁରାରୀ ଓଁ

ଜୟ ଜୟ ଗରୁଡ଼ କପିଧ୍ୱଜ ହରି ଓଁ

ଜୟ ଶ୍ରୀରାମ ବଳଭଦ୍ର ବାସୁଦେବାୟ ଓଁ

ଜୟ ମାତା ଦୁର୍ଗା ଦେବୀ ସୁଭଦ୍ରାଦେବୀ ଓଁ

ଜୟ ବାଳମୁକୁନ୍ଦ ଜୟ ଜଗନ୍ନାଥ ଓଁ

ଜୟ ଜୟ ପଞ୍ଚମୁଖୀ ବୀରହାନୁମାନ ଓଁ 

ଜୟ କୋଦଣ୍ଡଧାରୀ ଜୟ ଶ୍ରୀରାମ ନାମ ଓଁ

ଜୟ ମା ଭବାନୀ ଶ୍ୟାମା ଜୟ ତୋ ନାମ ଓଁ

ଜୟ ଶ୍ରୀକୃଷ୍ଣ ରାଧା ଜୟ ଜୟ ରାଧେଶ୍ୟାମ ଓଁ ।।


Rate this content
Log in

Similar oriya poem from Classics