Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ନିଷ୍ଠା ସ୍ଥିତପ୍ରଜ୍ଞରେ ପାଇବ ଲକ୍ଷ

ନିଷ୍ଠା ସ୍ଥିତପ୍ରଜ୍ଞରେ ପାଇବ ଲକ୍ଷ

1 min
184


ସବୁ ଦେବାସୁର, ସର୍ବ ଜୀବ

ଜଗତ ମଧ୍ୟରେ

ଅମୃତ ଲାଳସାରେ ମନ୍ଥିଲେ

ସାଗର ମଧ୍ୟରେ ।


ସମୁଦ୍ର ଭିତରୁ ଅମ୍ବୃତ ଓ ବିଷ

ବାହାରିଲା

ବିଷ ପିଇ ଶିବ ନୀଳକଣ୍ଠ

ନାମ ବୋଲାଇଲା ।


ଆଶା ତ ବୈତରଣୀ, ତାହା

ପାର ହେବା ପାଇଁ

ଏଥିରୁ ଶିଖିଲେ, ସାଧନା

ଦ୍ୱାରା ସବୁ ମିଳିଥାଇ ।


ମିଛରେ ଚାଲିଲେ ନିଶ୍ଚୟ

ଥରିବ ତୁମର ହିଆ

କଳି ଉଣ୍ଡାଳୁଥାଏ କାରଣ

ଯିଏ ଅଟେ ଚୁଗୁଲିଆ ।


ଯେଉଁ ଲୋକ ଥାଏ ଜୀବନରେ

ସ୍ଥିର ଓ ସାଧକ

ସାଧନା ନିଷ୍ଠା ସ୍ଥିତପ୍ରଜ୍ଞରେ ପାଏ

ଲକ୍ଷ୍ୟ, ହେଉ ଆସ୍ତିକ ।


Rate this content
Log in

Similar oriya poem from Abstract