STORYMIRROR

Hrushikesh Satpathy

Romance

3  

Hrushikesh Satpathy

Romance

ନିଶିଗନ୍ଧା

ନିଶିଗନ୍ଧା

1 min
13.2K


ବେଦନାର ଆନ୍ତରାଳେ ତୁମେ,

ଆନନ୍ଦର ଇଲାକାରେ ତୁମେ।

    ସ୍ବପ୍ନରେ ତୁମେ,

   ବାସ୍ତବରେ ତୁମେ,

   ନୀରବରେ ତୁମେ,

   କୋଳାହଳେ ତୁମେ,

ଦିଗନ୍ତ ବିସ୍ତାରି ତୁମରି ମହକ,

ତୁମ ବାସନାରେ ପାଏ ମୁଁ ପୁଲକ।

    ତୁମେ ନିଶିଗନ୍ଧା

  ମୋ'ପାଇଁ ସୁଖର ସୁଗନ୍ଧା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance