STORYMIRROR

Niranjan Sahu

Romance

2  

Niranjan Sahu

Romance

ନିରଞ୍ଜନ ସାହୁ

ନିରଞ୍ଜନ ସାହୁ

1 min
14K


(ପ୍ରଥମ ଅକ୍ଷରକୁ ଯୋଡିଲେ ମୋ ନାମ ପାଇବେ)


ମୁଁ ମୋ ମନକଥା ତୁମକୁ କହିଲି

ନିରବରେ ତୁମେ ଶୁଣୁଥିଲ

ରଜନିଗନ୍ଧା ଫୁଲ ମୁଣ୍ଡେ ମାରି

ଜହ୍ନ ଭଳିଆ ହସୁଥିଲ

ନୟନରେ ତୁମେ ଇସାରା ଦେଇ

ସାଥି ମୋ ମନକଥା ଜାଣିଦେଲ

ହୁସିଆର ହୋଇ ତୁମ ମନକଥା,

ଆଖିରେ ଆଖିରେ କହିଦେଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance