STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ବୁଝିଲେ ବୁଝିବ ନହେଲେ ନାହିଁ..

ବୁଝିଲେ ବୁଝିବ ନହେଲେ ନାହିଁ..

1 min
209

ଭୁଲି ଯାଅ ପଛେ ଗାର୍ଲ ଫ୍ରେଣ୍ଡକୁ         

ଭୁଲ ନାହିଁ କେବେ ବାପା ମାଆଙ୍କୁ


ଗାର୍ଲ ଫ୍ରେଣ୍ଡ ଗଲେ ବହୁ ମିଳିବେ

ବାପା ମାଆ ଗଲେ ନ ଫେରିବେ


ଗାର୍ଲ ଫ୍ରେଣ୍ଡ ନିଏ ତୁମ ଜୀବନ

ବାପା ମାଆ ଦେଇଛନ୍ତି ଜୀବନ


ଗାର୍ଲ ଫ୍ରେଣ୍ଡ ଦେଖେ ତୁମ ପକେଟ

ବାପା ମାଆ ଦେଖନ୍ତି ତୁମରି ପେଟ


ଗାର୍ଲ ଫ୍ରେଣ୍ଡ ଅଟେ ହରଣ କର୍ତ୍ତା

ବାପା ମାଆ ଅଟନ୍ତି ପାଳନ କର୍ତ୍ତା


ଗାର୍ଲ ଫ୍ରେଣ୍ଡ ଅଟେ ବତାସ ଝଡ଼

ବାପା ମାଆ ଅଟନ୍ତି ସବୁଠୁ ବଡ଼,


ଗାର୍ଲ ଫ୍ରେଣ୍ଡ ଦେଇପାରଇ ଧୋକା

ବାପା ମାଆ ଅଟନ୍ତି ବିଶ୍ୱାସ ପକ୍କା


ଗାର୍ଲ ଫ୍ରେଣ୍ଡ ପାଇଁ ଜୀବନ ନଷ୍ଟ

ବାପା ମାଆ ପାଇଁ ଜୀବନ ସ୍ପଷ୍ଟ


ଯାହା ସତ ତାହା କହିଲି ମୁହିଁ

ବୁଝିଲେ ବୁଝିବ ନହେଲେ ନାହିଁ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational